ଆଣ୍ଟିଂ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ ନିଲମ୍ବିତ

Aug 13, 2024 - 12:22
 0  5
ଆଣ୍ଟିଂ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ ନିଲମ୍ବିତ

ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା ।ଆଣ୍ଟିଂ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ ମାସ ପାଇଁ ନିଲମ୍ବିତ ହୋଇଛନ୍ତି ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ। ଏହି ନିଲମ୍ବନ ତୁରନ୍ତ କାର୍ୟ୍ୟକାରୀ ହେବା ଫଳରେ ଅଗଷ୍ଟ ୨୮ ତାରଖରୁ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସରୁ ସେ ହୋଇଛନ୍ତି ବଞ୍ଚିତ , ଯାହା ଭାରତର ପଦକ ସମ୍ଭାବନା ପାଇଁ ବଡ଼ କ୍ଷତି। ଟୋକିଓ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ  ପ୍ରମୋଦ । ଓଡ଼ିଶାର ଗର୍ବ ତଥା ପ୍ରଥମ ଓ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରାଲିମ୍ପିଆନ ପ୍ରମୋଦ ଭଗତ। 

What's Your Reaction?

like

dislike

love

funny

angry

sad

wow