ଆତଙ୍କବାଦୀ ହାଫିଜ୍ ସୟିଦ୍‌ର ଘନିଷ୍ଠ ଅବୁ କତାଲକୁ ହତ୍ୟା

ଆତଙ୍କବାଦୀ ହାଫିଜ୍ ସୟିଦ୍‌ର ଘନିଷ୍ଠ ଅବୁ କତାଲକୁ ହତ୍ୟା

ଭାରତର ମୋଷ୍ଟ ୱାଣ୍ଟେଡ୍  ଆତଙ୍କବାଦୀ ବା ପାକିସ୍ତାନର ହାଫିଜ୍ ସୟିଦ୍‌ର ଘନିଷ୍ଠ ଆତଙ୍କବାଦୀ ଆବୁ କତାଲକୁ ହତ୍ୟା।  ବିଳମ୍ବିତ ରାତିରେ କତାଲକୁ  ପାକିସ୍ତାନରେ ହତ୍ୟା କରାଯାଇଥିବା ମିଳିଛି ସୂଚନା । ଭାରତର ଅନେକ ଆକ୍ରମଣରେ ରହିଥିଲା ଆବୁ କତାଲର ହାତ।କାଶ୍ମୀର ଅଶାନ୍ତି ସୃଷ୍ଟି କରିବାର ସେ ଥିଲା ମୁଖ୍ୟ କାରଣ  । ଆବୁକୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଥିଲା ଏନ୍‌ଆଇଏ ।  ମୁମ୍ବାଇ ଆକ୍ରମଣର ମଧ୍ଯ ମାଷ୍ଟର ମାଇଣ୍ଡ ଥିଲା ହାଫିଜ୍ ସୟିଦ୍‌ ।