ଆସନ୍ତା ୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

Mar 16, 2025 - 15:31
 0  6
ଆସନ୍ତା ୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

ଆସନ୍ତା ୨୨ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  । ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଓଡ଼ିଶାରେ ରହିବେ ଗୃହମନ୍ତ୍ରୀ  । ଏନେଇ ସୂଚନା ଦେଇଛନ୍ତି  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ।   ୨୨ ତାରିଖରେ ସମ୍ବଲପୁରରେ କାର୍ଯ୍ୟକ୍ରମ ରହିଥିବା ବେଳେ ୨୩ ତାରିଖରେ ଭୁବନେଶ୍ବର ଓ ପୁରୀରେ ଗୃହମନ୍ତ୍ରୀଙ୍କ ରହିଛି   କାର୍ଯ୍ୟକ୍ରମ ।

What's Your Reaction?

like

dislike

love

funny

angry

sad

wow