ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ,୬ଜଣଙ୍କ ମୃତ୍ୟୁ

Jun 3, 2024 - 13:07
 0  4
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ,୬ଜଣଙ୍କ ମୃତ୍ୟୁ

ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ଆହୁରି ୬ ଜଣଙ୍କର ହୋଇଛି ମୃତ୍ୟୁ । ଅନେକ ଅଞ୍ଚଳ ଓ ନଦୀଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳରେ ଥିବା ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ପ୍ରଭାବିତ ଲୋକେ। ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ, ବନ୍ୟା ରେ ପ୍ରଭାବିତ ହୋଇଛନ୍ତି ୧୩ଟି ଜିଲ୍ଲାର ସାଢେ ୫ ଲକ୍ଷ ଲୋକ।ରାଜ୍ୟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ୩ଟି ପ୍ରମୁଖ ନଦୀ କୋପିଲି, ବରାକ ଓ କୁଶିୟାରା ।

What's Your Reaction?

like

dislike

love

funny

angry

sad

wow