ଇରାନର ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନେଇ
ଇରାନର ସର୍ବୋଚ୍ଚ ନେତା ହେଲେ ଆୟାତୋଲ୍ଲା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇ।ତାଙ୍କ ପିତାଙ୍କ ମୃତ୍ୟୁର କିଛି ଦିନ ପରେ ଏହି ନିଷ୍ପତ୍ତି ନେଇଛି ଇରାନର ବିଶେଷଜ୍ଞ ସଭା। ଇରାନର ୮୮ ସଦସ୍ୟ ବିଶିଷ୍ଟ ଧାର୍ମିକ ସଂସ୍ଥା,ବିଶେଷଜ୍ଞ ସଭା, ମୋଜତାବା ଖାମେନେଇଙ୍କୁ ‘ନିର୍ଣ୍ଣାୟକ ଭୋଟ’ ଦ୍ୱାରା ତୃତୀୟ ସର୍ବୋଚ୍ଚ ନେତା ଭାବରେ କରିଛି ନିର୍ବାଚିତ। ବର୍ତ୍ତମାନ ପିତା ଆୟାତୋଲ୍ଲା ଖାମେନେଇଙ୍କ ଉତ୍ତରାଧିକାରୀ ହୋଇଛନ୍ତି ମୋଜତାବା ଖାମେନେଇ।
What's Your Reaction?