ବିଶ୍ୱ ବଜାରରେ ଯୁଦ୍ଧ ପ୍ରଭାବ: ରେକର୍ଡ କଲା ଅଶୋଧିତ ତେଲ ଦର

Mar 9, 2026 - 16:52
 0  1
ବିଶ୍ୱ ବଜାରରେ ଯୁଦ୍ଧ ପ୍ରଭାବ: ରେକର୍ଡ କଲା ଅଶୋଧିତ ତେଲ ଦର

ଚଳିତ ବର୍ଷ ଆରମ୍ଭରେ ବ୍ୟାରେଲ ପିଛା ୬0 ଡଲାରରେ ଥିବା ଅଶୋଧିତ ତୈଳ ଦର ଆଜି ଅନ୍ତର୍ଜାତୀୟ ବଜାରରେ ପହଞ୍ଚିଛି ୧୧୫ ଡଲାରରେ । ୨୦୨୨ ପରେ ପ୍ରଥମ ଥର ପାଇଁ ପ୍ରତି ବ୍ୟାରେଲ ପିଛା ଦର ଅତିକ୍ରମ କରିଛି ୧୧୫ ଡଲାର। ମଧ୍ୟପ୍ରାଚ୍ୟରେ କ୍ରମଶ ବଢ଼ୁଥିବା ଉତ୍ତେଜନା ଏବଂ ହରମୁଜ ପ୍ରଣାଣୀ ଦେଇ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ  ଅହେତୁକ ବୃଦ୍ଧି ପାଇଛି ଅଶୋଧିତ ତୈଳ ଦର। ବିଶ୍ୱ ଶକ୍ତି ବଜାରରେ ଅରାଜକତା ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥେଷ୍ଟ ବୃଦ୍ଧି ପାଇବାର ରହିଛି ସମ୍ଭାବନା ।

What's Your Reaction?

like

dislike

love

funny

angry

sad

wow