ଉପର ମୁହାଁ ରୁପା ଦର
Silver prices have surged. While gold prices remained unchanged in the market today, silver rates have increased. The price of 24-carat gold stands at ₹1,54,040, while 22-carat gold is priced at ₹1,41,200. Meanwhile, silver has risen by ₹5,000 per kg, reaching ₹2,70,000.
ଉପର ମୁହାଁ ହେଲା ରୁପା ଦର।ଆଜି ବଜାରରେ ସୁନା ମୂଲ୍ୟ ଅପରିବର୍ତ୍ତିତ ରହିଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୪ ହଜାର ୦୪୦ ଟଙ୍କା ହୋଇଥିବାବେଳେ ୧ ଲକ୍ଷ ୪୧ ହଜାର ୨୦୦ ଟଙ୍କା ରହିଛି ୨୨ କ୍ୟାରେଟ୍ ସୁନା ଦର। ସେହିପରି ରୁପା ଦର ୧ କେଜି ପିଛା ୫ ହଜାର ଟଙ୍କା ବଢି ହୋଇଛି ୨ ଲକ୍ଷ ୭୦ ହଜାର ଟଙ୍କା ।
What's Your Reaction?