କାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

Feb 21, 2025 - 15:30
 0  3
କାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ଆସନ୍ତା କାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଶନିବାରଠୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ଏହି ପ୍ରଦର୍ଶନୀ।ଏଥିରେ ପ୍ରାୟ ୩୦ଜିଲାରୁ ୭୦୦ ଏସଏଚ୍‌ଜି ମହିଳା ହେବେ ସାମିଲ।  ବିକ୍ରି ହେବ ଏସଏଚ୍‌ଜି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ।  ମେଳାରେ ରହିବ ୩୦୦ରୁ ଅଧିକ ଷ୍ଟଲ ।ଏହି ମେଳାକୁ ଶନିବାର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର ରହିଛି କାର୍ଯ୍ୟକ୍ରମ।

What's Your Reaction?

like

dislike

love

funny

angry

sad

wow