କେନ୍ଦ୍ରାପଡ଼ାରେ ବଢୁଛି ବାର୍ଡ ଫ୍ଲୁ ଭୟ

ପିପିଲି ପରେ କେନ୍ଦ୍ରାପଡ଼ାରେ ସୃଷ୍ଠି ହୋଇଛି ବାର୍ଡ ଫ୍ଲୁ ଆତଙ୍କ। ଡେରାବିଶ ଅଂଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କେନ୍ଦ୍ରାପଡ଼ାରେ କୁକୁଡ଼ା ଓ ଅଣ୍ଡା ବିକ୍ରି ଉପରେ ଜାରି କରାଯାଇଛି ନିଶେଧାଦେଶ।କୁକୁଡ଼ା ନଖାଇବାକୁ ଡାକବାଜି ଯନ୍ତ୍ର ଜରିଆରେ ପରାମର୍ଶ ଦେଇଛି ପୌର ପ୍ରଶାସନ। ସେହିପରି ବିଭିନ୍ନ ସ୍ଥାନରେ ଜାରି ରହିଛି କୁକୁଡ଼ା ମରା ଅଭିଯାନ।
What's Your Reaction?






