ଜମ୍ମୁ-କଶ୍ମୀର ନିର୍ବାଚନ: ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା

୧୦ ବର୍ଷ ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ ଆଜି ସକାଳେ ୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ମଧ୍ଯ ପ୍ରକାଶ କରିଥିଲା ବିଜେପି, କିନ୍ତୁ ତାଲିକା ପ୍ରକାଶ କରିବାର ୨ ଘଣ୍ଟା ପରେ ଏହାକୁ ପ୍ରତ୍ୟାହାର କରି ନେଇଛି ଦଳ ।ବର୍ତ୍ତମାନ ଏହି ତାଲିକାରେ ଉନ୍ନତି ଏବଂ ପରିବର୍ତ୍ତନ ଆଣିବାକୁ ଯାଉଛି ବିଜେପି, ଏହା ପରେ ପ୍ରାର୍ଥୀଙ୍କ ଏକ ନୂତନ ତାଲିକା ସାର୍ବଜନୀନ କରାଯିବ ବୋଲି ମିଳିଛି ସୂଚନା।
What's Your Reaction?






