ନେପାଳରେ ନଦୀକୁ ଖସିଲା ବସ୍; ୧୪ ଭାରତୀୟ ମୃତ

ନଦୀରେ ଖସି ପଡ଼ିଛି ନେପାଳର ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍। ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାେଳେ ଗୁରୁତର ଆହତ ହୋଇଛନ୍ତି ୧୬ ଜଣ ଲୋକ। ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିବାର ରହିଛି ଆଶଙ୍କା । ତେବେ ଉକ୍ତ ବସଟି ୪୦ ଜଣ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଯାଉଥିବାବେଳେ ତାନାହୁନ ଜିଲାର ମାର୍ସାଙ୍ଗଗଡ଼ି ନଦୀରେ ଖସିପଡ଼ିଥିବା କହିଛି ନେପାଳ ପୋଲିସ।
What's Your Reaction?






