ଫେବୃଆରୀ ୨୧ରୁ  ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

Nov 14, 2024 - 18:33
 0  8
ଫେବୃଆରୀ ୨୧ରୁ  ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଫେବୃଆରୀ ୨୧ରୁ  ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ୬ ଯାଏଁ ଚାଲିବ ଏହି ପରୀକ୍ଷା।  ପ୍ରତ୍ୟେକ ଦିନ ୯ଟାରୁ ଆରମ୍ଭ ହୋଇ ସାଢେ ୧୧ଟାରେ ହେବ ଶେଷ । କେବଳ ଗଣିତ ପରୀକ୍ଷା ପାଇଁ ଦିଆଯିବ ଅତିରିକ୍ତ ୧୫ ମିନିଟ୍‌ ସମୟ। ତେବେ ୨୧ ତାରିଖରେ ହେବ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା । ଏହାପରେ ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା , ୨୭ରେ ଗଣିତ ଓ ମାର୍ଚ୍ଚ ୧ରେ ହେବ ବିଜ୍ଞାନ ପରୀକ୍ଷା । ସେହିପରି ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଛି ସୂଚନା। 

What's Your Reaction?

like

dislike

love

funny

angry

sad

wow