ବଢିଲା ସୁନାଦର

ବଢିଲା ସୁନାଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ବୃଦ୍ଧି ପାଇ ୬୭, ୦୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ  ଦଶ ଗ୍ରାମ ପ୍ରତି ରହିଛି ୭୩, ୧୦୦ ଟଙ୍କା ।ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ  ସାମାନ୍ୟ ବୃଦ୍ଧି ପାଇଛି ସୁନା ଦାମ୍‌ । ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୬୭, ୦୧୦ ଟଙ୍କା ଓ ୭୩, ୧୦୦ ଟଙ୍କା ।ଅନ୍ୟପଟେ କେଜି ପ୍ରତି ୯୭ ହଜାର ୭୦୦ ଟଙ୍କା ରହିଛି ରୁପା ଦର  ।