ଭାରତରେ ବନ୍ଦ୍ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ

Apr 29, 2025 - 15:23
 0  2
ଭାରତରେ ବନ୍ଦ୍ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ

ଭାରତରେ ବନ୍ଦ୍ ହେଲା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏକ୍ସ ଆକାଉଣ୍ଟ  । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ  ନେଛି ଭାରତ  ।ଖ୍ବାଜା ଆସିଫ ପୂର୍ବରୁ କହିଥିଲେ ଯେ, ହାଇ ଆଲର୍ଟରେ ପାକିସ୍ତାନ  ଅଛି ଏବଂ ଏହାର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଥାଏ, ତେବେ ଏହା ପରମାଣୁ ଅସ୍ତ୍ର କରିପାରିବ ବ୍ୟବହାର । ତାଙ୍କ ବୟାନ ପରେ, ଏହି ପଦକ୍ଷେପ ନେଇଛନ୍ତି  ଭାରତ ସରକାର।

What's Your Reaction?

like

dislike

love

funny

angry

sad

wow