ଆଶ୍ୱସ୍ତି ଆଣିଲା କାଳବୈଶାଖୀ

କମିଲା ତାତି । ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ହେବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସୋମବାର ନୂଆପଡ଼ାରେ ୮.୦ ମି.ମି. ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ,୩.୦ ମିମି, ବାଲେଶ୍ୱରରେ ୨.୬ ମିମି, ପାରଳାଖେମୁଣ୍ଡି ଓ ଅନୁଗୋଳରେ ୨ ମିମି ଏବଂ ଢେଙ୍କାନାଳରେ୧.୪ ମିମି ବର୍ଷା କରାଯାଇଛି ରେକର୍ଡ ।
What's Your Reaction?






