ରାଜ୍ୟରେ ଖସୁଛି ପାରଦ କମୁଛି ଶୀତ

The mercury is falling in the state, and cold conditions are decreasing. On Thursday, night temperatures will remain relatively high in most parts of the state. In many places in coastal Odisha, the temperature may remain around 16 to 17 degrees Celsius. However, from Friday onwards, the mercury is expected to drop slightly. The Meteorological Department has predicted that night temperatures in most parts of coastal Odisha will remain between 12 and 14 degrees Celsius.

Feb 5, 2026 - 12:12
 0  5
ରାଜ୍ୟରେ ଖସୁଛି ପାରଦ କମୁଛି ଶୀତ

ରାଜ୍ୟରେ ଖସୁଛି ପାରଦ କମୁଛି ଶୀତ । ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ଅଧିକ ରହିବ ରାତି ତାପମାତ୍ରା।ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ୧୬ରୁ ୧୭ ଡିଗ୍ରୀ ପାଖାପାଖି ରହିପାରେ ପାରଦ। କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

What's Your Reaction?

like

dislike

love

funny

angry

sad

wow