ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି
ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି। ଉପକୂଳରୁ ପଶ୍ଚିମ ଯାଏଁ ସବୁଠି ହେଉଛି ଡହ ଡହ ଖରା। ଆହୁରି ୫ ଦିନ ଜାରି ରହିବ ଏଭଳି ସ୍ଥିତି ।ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଗତକାଲି ୪୪.୬ ଡିଗ୍ରୀ ରେକର୍ଡ ସହ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା। ତାପଛକୁ ୪୩.୨ ଡିଗ୍ରୀ ସହ ରହିଥିଲା ଢେଙ୍କାନାଳ।
What's Your Reaction?