ଆପ୍ ଛାଡ଼ି ବିଜେପିରେ ମିଶିଲେ ରାଘବ ଚଢା

Raghav Chadha has left AAP and joined BJP. Along with the Rajya Sabha MP, Ashok Mittal and Sandeep Pathak have also resigned from AAP. He has announced his decision to join the BJP. The most significant claim made by Raghav Chadha is that nearly two-thirds of AAP leaders have left the party along with him and are set to join the BJP.

Apr 24, 2026 - 16:41
 0  0
ଆପ୍ ଛାଡ଼ି ବିଜେପିରେ ମିଶିଲେ ରାଘବ ଚଢା

ଆପ୍ ଛାଡ଼ି ବିଜେପିରେ ମିଶିଲେ ରାଘବ ଚଢା। ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସହ ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ମଧ୍ଯ ଆଫ୍ରୁ ଦେଇଛନ୍ତି ଇସ୍ତଫା। ଏଥିସହ ସେ ବିଜେପିରେ ମିଶିବା ନେଇ କରିଛନ୍ତି ଘୋଷଣା । ସବୁଠାରୁ ବଡ଼ କଥା ହେଲା ରାଘବ ଚଢା କହିଛନ୍ତି ଯେ, ତାଙ୍କ ସହିତ ଦଳ ଛାଡ଼ିଛନ୍ତି ଆପର ଦୁଇ ତୃତୀୟାଂଶ ନେତା।ସମସ୍ତେ ବିଜେପି ସହ ମିଶିବାକୁ ଯାଉଥିବା ନେଇ ସେ ଦେଇଛନ୍ତି ସୂଚନା।

What's Your Reaction?

like

dislike

love

funny

angry

sad

wow