ରାଜ୍ୟରେ ୧୮ ତାରିଖ ଯାଏ ଜାରି ରହିବ ବର୍ଷା

Apr 13, 2025 - 16:22
 0  7
ରାଜ୍ୟରେ ୧୮ ତାରିଖ ଯାଏ ଜାରି ରହିବ ବର୍ଷା

ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଆସନ୍ତା ୧୮ ତାରିଖ ଯାଏ ଜାରି ରହିବ ବର୍ଷା।ଏନେଇ ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଛି ବର୍ଷା  ସମ୍ଭାବନା ।୧୪ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ରୁ ୫୦କିମି ବେଗରେ ବହିବ ପବନ । କେନ୍ଦୁଝର ଓ ମୟୂରଭଞ୍ଜରେ ହୋଇପାରେ ଭାରୀ ବର୍ଷା । ଶନିବାର  ସକାଳରୁ ସନ୍ଧ୍ୟା ଭିତରେ ବାରିପଦାରେ ୪୦ମିମି ବର୍ଷା ହୋଇଛି ରେକର୍ଡ।

What's Your Reaction?

like

dislike

love

funny

angry

sad

wow