ଆହୁରି ୫ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଆହୁରି ୫ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ।କାମ ନଥିଲେ ଦିନ ୧୧ଟାରୁ ୪ଟା ଯାଏଁ ଘରେ ରହିବାକୁ ଦିଆଯାଇଛି ପରାମର୍ଶ।ଆଗାମୀ ପାଞ୍ଚ ଦିନ ଲାଗି ଗ୍ରୀଷ୍ମପ୍ରବାହ ଓ ତିନି ଦିନ ଅତି ଗ୍ରୀଷ୍ମପ୍ରବାହ ଜାରି କରିଛି ପାଣିପାଗ ବିଭାଗ ।ବାହାରକୁ ବାହାରିଲେ ମୁଣ୍ଡରେ କପଡା ପକାଇ ବାହାରିବାକୁ ଦିଆଯାଇଛି ପରାମର୍ଶ। ମାନେ ଖରା ସମୟରେ ଘରେ ରୁହନ୍ତୁ ପିଲା ଓ ବୟସ୍କ ଲୋକ ।
What's Your Reaction?






