୬ ତାରିଖରୁ ବଢ଼ିବ ବର୍ଷା

Jul 4, 2024 - 12:28
 0  6
୬ ତାରିଖରୁ ବଢ଼ିବ ବର୍ଷା

 ଓଡିଶାରେ ଆସନ୍ତା ୬ ତାରିଖରୁ ବଢ଼ିବ ବର୍ଷାର ପରିମାଣ। ଏହାସହ ଜୁଲାଇ ୭ ତାରିଖ ବେଳକୁ ବଙ୍ଗୋ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର। ୬ରୁ ୮ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ମୟୂରଭଂଜ, କେନ୍ଦୁଝର, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଛି ହଳଦିଆ ସତର୍କତା।ସେହିପରି ଆଗାମୀ ୨୪ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । 

What's Your Reaction?

like

dislike

love

funny

angry

sad

wow