ପ୍ରକାଶ ପାଇଲା ୟୁପିଏସସି ଫଳାଫଳ-୨୦୨୪

Apr 22, 2025 - 18:17
 0  5
ପ୍ରକାଶ ପାଇଲା ୟୁପିଏସସି ଫଳାଫଳ-୨୦୨୪

ପ୍ରକାଶ ପାଇଛି ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ୨୦୨୪ । ଏଥିରେ କୃତ୍ତକାର୍ଯ୍ୟ ହୋଇଛନ୍ତି  ମୋଟ ୧୧ଶହ ୨୯ ଜଣ ପରିକ୍ଷାର୍ଥୀ। IASରେ ୧୮୦, IPSରେ ୧୪୭ ଓ IFSରେ ୫୫ ଜଣ ହୋଇଛନ୍ତି କୃର୍ତ୍ତକାର୍ଯ୍ୟ  । ତେବେ ଆଇଏଏସରେ ଟପ୍ପର ହୋଇଛନ୍ତି ଶକ୍ତି ଦୁବେ ।  ସେହିଭଳି ଦ୍ୱିତୀୟ ସ୍ଥାନରେ ହର୍ଷିତା ଗୋଏଲ ଥିବାବେଳେ ତୃତୀୟରେ ଡୋଙ୍ଗରେ ଅର୍ଚ୍ଚିତ ପରାଗ, ଚତୁର୍ଥରେ ଶାହା ମାର୍ଗି ଚିରାଗ, ପଞ୍ଚମରେ ଆକାଶ ଗର୍ଗ, ଷଷ୍ଠରେ କୋମଲ ପୁନିଆ, ସପ୍ତମରେ ଆୟୁଷି ବଂଶଲ୍, ଅଷ୍ଟମରେ ରାଜ କ୍ରିଷ୍ଣା ଝା, ନବମରେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ଓ ଦଶମରେ ଅଛନ୍ତି ମାୟଙ୍କ ତ୍ରିପାଠୀ ।୪୮ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ରିତିକା ରଥ । ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ,୧୯୩ରେ ନୀଳମାଧବ ମିଶ୍ର, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍‌ରେ ରହିଛନ୍ତି ଅନୁପ ନାୟକ । 

What's Your Reaction?

like

dislike

love

funny

angry

sad

wow