ଜମ୍ମୁ ଓ କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ମୃତ

ଜମ୍ମୁ-କାଶ୍ମୀରର ପହଲଗାମ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ଅନେକ । ଆକ୍ରମଣ ହୋଇଥିବା ସ୍ଥାନରେ ପହଞ୍ଚି ତଲାସି ଅଭିଯାନ ଆରମ୍ଭ କରିଛନ୍ତି ସେନା ଯବାନ । ଆହତ ହୋଇଥିବା ପର୍ଯ୍ୟଟକଙ୍କୁ ହାସପତାଳରେ କରାଯାଇଛି ଭର୍ତ୍ତି ।
What's Your Reaction?






