ଓଡ଼ିଶାକୁ ଆସିବେ ଆଉ ୫ଟି ବାଘୁଣୀ

ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ୫ଟି ବାଘୁଣୀ । ଗତକାଲି ଶିମିଳିପାଳରେ ଛଡ଼ାଯାଇଛି ଗୋଟିଏ ବାଘୁଣୀ,ଯାହାର ନାମ ରହିଛି ଯମୁନା ।ଦୀପାବଳିର ସପ୍ତାହେ ପରେ ସେହି ପ୍ରକଳ୍ପରୁ ପୁଣି ଆଉ ଏକ ବାଘୁଣୀ ଆସିବ ଶିମିଳିପାଳ । ଯମୁନାର ସ୍ୱାସ୍ଥ୍ୟବସ୍ଥା ଦେଖି ନୂଆ ବାଘୁଣୀ ଆସିବାର ଧାର୍ଯ୍ୟ ହେବ ଦିନ । ଏବେ ଶିମିଳିପାଳରେ ଅଛନ୍ତି ୪୦ଟି ବାଘ। ସେମାନଙ୍କ ବଂଶବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ଆସିବେ ବାଘୁଣୀ ।
What's Your Reaction?






