ଏଣିକି ସ୍ୱର୍ଗଦ୍ୱାରରେ ଘଷିରେ ହେବ ଶବଦାହ

Oct 29, 2024 - 18:37
 0  5
ଏଣିକି ସ୍ୱର୍ଗଦ୍ୱାରରେ ଘଷିରେ ହେବ ଶବଦାହ

ଏଣିକି ସ୍ୱର୍ଗଦ୍ୱାରରେ ଗଛ କାଠ ବଦଳରେ ଗୋବର କାଠ ବା ଘଷିରେ ହେବ ଶବ ଦାହ ।ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ସରକାର  । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ କରାଯାଏ ବ୍ୟବହାର ।  ତେଣୁ ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଆରମ୍ଭ ହେବ ସରକାରଙ୍କ ଏହି ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

What's Your Reaction?

like

dislike

love

funny

angry

sad

wow