ଆସନ୍ତା ୨୭ରେ ହେବ ଓଟିଇଟି ପରୀକ୍ଷା
On August 27, the Odisha Secondary Education Board will conduct the Special Odisha Teacher Eligibility Test (OTET). The board issued a notification today. The exam will be held in two sittings: Paper-I in the morning from 9:00 AM to 11:30 AM, and Paper-II in the afternoon from 2:00 PM to 4:00 PM.
ଆସନ୍ତା ୨୭ ତାରିଖରେ ହେବ ମାଧ୍ୟମିକ ଶିକ୍ଷା ପରିଷଦ, ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ବା ଓଟିଇଟି ପରୀକ୍ଷା । ଏ ନେଇ ବୋର୍ଡ ପକ୍ଷରୁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା ।ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଏବଂ ଅପରାହ୍ନ ୨ଟାରୁ ୪ଟା ଯାଏଁ ପେପର-୨ ପରୀକ୍ଷା ହେବ ଅନୁଷ୍ଠିତ ।
What's Your Reaction?