ଦିଲ୍ଲୀ ଗସ୍ତରେ ବିଜେପି ଏବଂ ବିଜେଡି ମୁଖିଆ

Political discussions have once again gained momentum in Odisha as both BJP state president Manmohan Samal and BJD chief Naveen Patnaik are in Delhi at the same time. This visit is being speculated as connected to the upcoming Vice Presidential election. On Saturday late night, BJP’s Manmohan Samal reached Delhi, just a day after returning from there. Meanwhile, BJD chief and former CM Naveen Patnaik is beginning a four-day tour of Delhi from today.

Sep 7, 2025 - 12:04
 0  11
ଦିଲ୍ଲୀ ଗସ୍ତରେ ବିଜେପି ଏବଂ ବିଜେଡି ମୁଖିଆ

ଓଡ଼ିଶାର ରାଜନୈତିକ ମହଲରେ ପୁଣି ଜୋର ଧରିଛି ଚର୍ଚ୍ଚା । କାରଣ ଏକା ସାଥିରେ ଦିଲ୍ଲୀ ଗସ୍ତରେ ଅଛନ୍ତି  ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ମୂଖ୍ଯ ନବୀନ ପଟ୍ଟନାୟକ। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚକୁ ନେଇ ସଙ୍କେତ ଦେଉଛି ବୋଲି କରାଯାଉଛି ଅନୁମାନ ।ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ଗସ୍ତ କରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ । ବଡ଼କଥା ହେଉଛି ଯେ, ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଫେରିଥିଲେ ଓଡ଼ିଶା ।ଅନ୍ୟପଟେ,  ଆଜିଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ବିଜେଡି ମୂଖ୍ଯ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

What's Your Reaction?

like

dislike

love

funny

angry

sad

wow