ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ

Jun 20, 2024 - 12:00
 0  1
ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ

ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ତଥା ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ଧାନର ଏମଏସପି ୧୧୭ ଟଙ୍କା ବଢାଯାଇ କରାଯାଇଛି ୨୩ଶହ ଟଙ୍କା। ୨୦୧୩-୧୪ରେ ଧାନର ଏମଏସପି ଥିଲା ୧୩୧୦ ଟଙ୍କା। ସେହିପରି କପାର ଏମଏସପି ବଢାଯାଇଛି ୫୦୧ ଟଙ୍କା। ସେପଟେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ।

What's Your Reaction?

like

dislike

love

funny

angry

sad

wow