ଅଣଛାତ୍ର ମୁକ୍ତ ହେବ ବାଣୀବିହାର

carry out the eviction, and preparations have already begun. With tension prevailing on the Vani Vihar campus, 10 platoons of police force along with senior officers have been deployed. The university authorities have sought police assistance to evict non-students from hostels 1, 2, 3, and 5.

Sep 8, 2025 - 13:15
 0  19
ଅଣଛାତ୍ର ମୁକ୍ତ ହେବ ବାଣୀବିହାର

 ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସ । ଛାତ୍ରାବାସ ଖାଲି କରିବ କମିଶନରେଟ ପୋଲିସ।ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ବାଣୀବିହାର କ୍ୟାମ୍ପସରେ ଚାପା ଉତ୍ତେଜନା ରହିଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ହୋଇଛନ୍ତି ମୁତୟନ ।ଛାତ୍ରାବାସ  ୧,୨,୩,୫ରୁ ଅଣଛାତ୍ର ବାହାର କରିବା ପାଇ ପୋଲିସର ସହାୟତା ମାଗିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । 

What's Your Reaction?

like

dislike

love

funny

angry

sad

wow