ପରଲୋକରେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ
BJD MLA Rajendra Dholakia passed away at the age of 69. He breathed his last at a private hospital in Chennai after suffering a cardiac arrest. Dholakia was elected four times as the MLA from Nuapada constituency.
୬୯ ବର୍ଷ ବୟସରେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ। ଚେନ୍ନାଇର ଏକ ଘରୋଇ ହାସପାତାଳରେ ସେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ହୃଦଘାତର ଶିକାର ହେବାପରେ ଘରୋଇ ହାସପାତାଳରେ ଚାଲିଥିଲା ତାଙ୍କର ଚିକିତ୍ସା । ନୂଆପଡ଼ା ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ ।
What's Your Reaction?