ପିୟୁସିସି ଅବଧି ସୀମା ବଢ଼ାଇଲେ ରାଜ୍ୟ ସରକାର

Dec 31, 2025 - 17:30
 0  8
ପିୟୁସିସି ଅବଧି ସୀମା ବଢ଼ାଇଲେ ରାଜ୍ୟ ସରକାର

ପିୟୁସିସି ଅବଧି ସୀମା ବଢ଼ାଇଲେ ରାଜ୍ୟ ସରକାର ।  ୨୦୨୬ ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି । ଏହା ପରେ ଅର୍ଥାତ ୧ ଏପ୍ରିଲରୁ ପିୟୁସିସି ପ୍ରମାଣପତ୍ର ନଥିଲେ ଆକ୍ସନ ନେବେ ସରକାର୍ । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।ସେହିପରି ପ୍ରଦୂଷଣ ପ୍ରମାଣପତ୍ର ମିଳିଲେ ତୁରନ୍ତ ଲାଗିବ ସବୁଜ ଷ୍ଟିକର ।ଏହି ଷ୍ଟିକର ଯୋଗାଇ ଦେବ  ପରିବହନ ବିଭାଗ  ।

                        

What's Your Reaction?

like

dislike

love

funny

angry

sad

wow