ପଞ୍ଚାୟତିରାଜ ଦିବସରେରେ ମିଳିବ ନୂଆ ପଡିକାର୍ଡ

Apr 22, 2025 - 16:19
 0  18
ପଞ୍ଚାୟତିରାଜ ଦିବସରେରେ ମିଳିବ ନୂଆ ପଡିକାର୍ଡ

ଏପ୍ରିଲ ୨୪ ବା ପଞ୍ଚାୟତିରାଜ ଦିବସରେରେ ନୂଆ ପଡିକାର୍ଡ ବଣ୍ଟନ କରିବେ ସରକାର ।  ପୁରୀରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହଜାର ନୂଆ କାର୍ଡ ବାଣ୍ଟିବେ ସରକାର । ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

What's Your Reaction?

like

dislike

love

funny

angry

sad

wow