ଲକ୍ଷେ ଟପିଲା ସୁନା ଦର

ଲକ୍ଷେ ଟଙ୍କା ଟପିଲା ସୁନା ଦର। ଆଜି ୨୨କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୯୩ ହଜାର ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ଲକ୍ଷେ ଟଙ୍କା ପାର୍ କରି ରହିଛି ୧ ଲକ୍ଷ ୧ ହଜାର ଟଙ୍କା। ଆଗକୁ ଆହୁରି ସୁନା ଦର ବଢିବାର ରହିଛି ସମ୍ଭାବନା । ଅଧିକ ଦର ଯୋଗୁଁ ବେପାର କମିବାର ରହିଛି ଆଶଙ୍କା । ବିଶ୍ଵ ଆର୍ଥିକ ସ୍ଥିତି ଓ ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧ ପାଇଁ ଏପରି ଅବସ୍ଥା ବୋଲି ହେଉଛି ଚର୍ଚ୍ଚା।
What's Your Reaction?






