ଏବର୍ଷ ବଢିବ ଗ୍ରୀଷ୍ମ ଅବଧି

Jan 1, 2026 - 14:28
 0  4
ଏବର୍ଷ ବଢିବ ଗ୍ରୀଷ୍ମ ଅବଧି

ଏବର୍ଷ ବଢିବ ଗ୍ରୀଷ୍ମ ଅବଧି । ଏମିତିକି ବର୍ଷା ଋତୁରେ ଅନୁଭୂତ ହୋଇପାରେ ଗ୍ରୀଷ୍ମ ଭଳି ତାତି । ଖାଲି ସେତିକି ନୁହେଁ, କମିଯିବ ବର୍ଷାର ପରିମାଣ । ଅନିୟମିତ ହେବ ବର୍ଷାର ଅବଧି ।ଜୁନ୍ ଶେଷ ବେଳକୁ ଆସିପାରେ ଏଲ୍‌ ନିନୋ। ଫଳରେ ମଝିରେ ମଝିରେ ହଜିଯାଇପାରେ ମୌସୁମୀ ।୨୦୨୬ରେ ଜନଜୀବନକୁ ନାକେଦମ କରିପାରେ ଏମିତି ପାଣିପାଗ । ଦୀର୍ଘମିଆଦି ମଡେଲ୍କୁ ନେଇ ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ।

What's Your Reaction?

like

dislike

love

funny

angry

sad

wow