ରାଜ୍ୟରେ ଆସନ୍ତା ସପ୍ତାହ ଯାଏ ହେବ ଝଡ଼ ବର୍ଷା

Mar 27, 2026 - 16:33
 0  1
ରାଜ୍ୟରେ ଆସନ୍ତା ସପ୍ତାହ ଯାଏ ହେବ ଝଡ଼ ବର୍ଷା

ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ହୋଇପାରେ ଝଡ଼ ବର୍ଷା। ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ କୁଆପଥର ବର୍ଷା ଓ ବିଜୁଳି, ଘଡ଼ଘଡ଼ି ହେବାର ରହିଛି ସମ୍ଭାବନା। ସେହିପରି ୩୦ରୁ ୫୦ କିମି ବେଗରେ ବହିପାରେ ପବନ। ବିସ୍ତାରିତ ଆକଳନରେ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

What's Your Reaction?

like

dislike

love

funny

angry

sad

wow