ଜଙ୍ଗଲରେ ପଡିଛି ପୁଳା ପୁଳା ସରକାରୀ ଔଷଧ
ସୁନ୍ଦରଗଡ଼ ଅମଲିପାଲି ବାଇପାସ ରାସ୍ତା କଡରେ ଫିଙ୍ଗା ହୋଇଛି ପୁଳା ପୁଳା ସରକାରୀ ଔଷଧ। ସୁନ୍ଦରଗଡ ସରକାରୀ ହାସପାତାଳ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଏହି ଔଷଧ ପଡିଛି,ଯେଉଁଥିରେ ରହିଛି କଫ୍ ସିରଫ୍ ସହ ରହିଛି ଅନେକ ଗୁଡିଏ ଗୁରତ୍ତ୍ନପୂର୍ଣ ଔଷଧ ।ତେବେ ବିପୁଳ ପରିମାଣର ଔଷଧ କିଏ ପକାଇଲା ରୋଗୀ କି ନଦେଇ କାହିଁକି ପକାଜାଇଛି ବୋଲି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
What's Your Reaction?