ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

Mar 27, 2026 - 11:16
 0  1
ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

ଅଶୋଧିତ ତୈଳ ଯୋଗାଣ ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ କରାଯାଇଥିବାବେଳେ ଡିଜେଲ ଉପରେ ଶୂନ୍ୟ କରାଯାଇଛି ଉତ୍ପାଦ ଶୁଳ୍କ।ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ତୈଳ ଦର । ହେଲେ ଏଥିରୁ ଦେଶର ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।ଏହାସହ ତୈଳ କମ୍ପାନିମାନଙ୍କ ଉପରେ ମଧ୍ୟ ପଡ଼ିବ ନାହିଁ ଏହାର ପ୍ରଭାବ। 

What's Your Reaction?

like

dislike

love

funny

angry

sad

wow