ସୁସ୍ଥ ହେଲେ ଶ୍ରୀଜୀଉ

୧୧ ଦିନର ନିରବଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜୀଉ । ପୁଣି କୋଳାହଳମୟ ବଡ ଦେଉଳ। ଆଜି ଗଜପତି ମହାରାଜଙ୍କ ପାଖକୁ ଯିବ ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା । ବଡ଼ଦେଉଳରେ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ । ଫୁଲୁରି ତେଲ ଏବଂ ଓଷ ଲାଗି ପରେ ମଙ୍ଗଳବାର ଖଳି ଲାଗି ଏକାଦଶୀ ଅବସରରେ ପ୪ର୍ବାବସ୍ଥାକୁ ଫେରିଛନ୍ତି ମହାପ୍ରଭୁ। ଶୁକ୍ଳବସ୍ତ୍ର ପରିତ୍ୟାଗ କରି ଆଜି ପରିଧାନ କରିଛନ୍ତି ରକ୍ତବର୍ଣ୍ଣ ବସ୍ତ୍ର।
What's Your Reaction?






