ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ, ୯ ଜଣ କର୍ମଚାରୀ ଆହତ

Jul 1, 2024 - 14:27
 0  2
ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ, ୯ ଜଣ କର୍ମଚାରୀ ଆହତ

ରାଉରକେଲା ଇସ୍ପାତ କାରଖାନାର ଅଘଟଣ ଘଟି ୯ ଜଣ କର୍ମଚାରୀ ଆହତ । ଆହତଙ୍କ ମଧ୍ଯରେ ଅଛନ୍ତି ଜଣେ ଅଧିକାରୀ ଓ ୬ଜଣ ଠିକା କର୍ମଚାରୀ । ୮ ଜଣଙ୍କୁ ଇସ୍ପାତ୍ ଜେନେରାଲ ହାସପାତାଳର  ICUରେ କରାଯାଇଛି ଭର୍ତ୍ତି ।  ବିଷାକ୍ତ କାର୍ବନ ମନୋକ୍ସାଇଡ୍‌  ଗ୍ୟାସ ଲିକରୁ ଦୁର୍ଘଟଣା ଘଟିଥିବା କରାଯାଉଛି ସନ୍ଦେହ । ତେବେ ସମସ୍ତେ ବିପଦମୁକ୍ତ ଥିବା ମିଳିଛି ସୂଚନା। ରେଗୁଲାର ଚେକିଂ ହେଉନଥିବା ଅଭିଯୋଗ ହୋଇଥିବା ବେଳେ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ପାଇଁ ହୋଇଛି ଦାବି ।

What's Your Reaction?

like

dislike

love

funny

angry

sad

wow