ଆଉ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ

ଆଜିଠାରୁ ସାରା ଦେଶରେ ନୂଆ ନିୟମ ଲାଗୁ କରିଛି ଭାରତୀୟ ଟେଲିକମ୍ ନିୟାମକ ଅର୍ଥାତ୍ ଟ୍ରାଇ।ଏଣିକି ମୋବାଇଲରେ ବ୍ୟବହାର କରୁଥିବା ସିମ୍ ବଦଳାଇବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଆବଶ୍ୟକ ପ୍ରମାଣପତ୍ର ଓ ଓଟିପି। ଏହା ପରେ ଏହାର ଭେରିଫିକେସନ ପାଇଁ ବାଧ୍ୟତାମୂଳକ ଭାବେ ୭ ଦିନ କରିବାକୁ ପଡ଼ିବ ଅପେକ୍ଷା ।ନିୟମରେ ସଂଶୋଧନ କରି ସ୍ୱତନ୍ତ୍ର ପୋର୍ଟିଂ କୋର୍ଡ ପାଇଁ ୭ ଦିନ ଭିତରେ ଅନୁରୋଧ କରିବେ ଗ୍ରାହକ । ପୂର୍ବରୁ ୧୦ ଦିନ ଥିଲା ଏହି ସମୟ।ଟେଲିଯୋଗାଯୋଗ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମ ୨୦୨୪ରେ ପରିବର୍ତନ କରି ୭ ଦିନ କରାଯାଇଛି । ଅଂଶୀଦାରଙ୍କ ସହ ଆଲୋଚନା ପରେ ନିଆଯାଇଛି ଏହି ନିଷ୍ପତି ।
What's Your Reaction?






