ଚୀନକୁ ହରାଇ ହକି ଏସିଆ କପ୍ ଫାଇନାଲରେ ପହଁଚିଲା ଭାରତ
India stormed into the Hockey Asia Cup final after defeating China in the last Super-4 match. Displaying a brilliant performance, the Indian team netted seven goals against China, while the Chinese side failed to score even one. India will now face Korea in the final today.
ଚୀନକୁ ହରାଇ ହକି ଏସିଆ କପ୍ ଫାଇନାଲରେ ପହଁଚିଲା ଭାରତ । ଶେଷ ସୁପର-୪ ମ୍ୟାଚରେ ଚୀନକୁ ବଡ଼ ବ୍ୟବଧାନରେ ହରାଇ ଦେଇଛି ଭାରତୀୟ ଦଳ । ଚୀନ୍ ଦଳ ବିରୋଧରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଖେଳାଳିମାନେ ଦେଇଥିଲେ ଗୋଟିଏ ପରେ ଗୋଟିଏ ୭ଟି ଗୋଲ । ହେଲେ ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ହୋଇପାରି ନଥିଲା ଚୀନ୍ । ଆଜି ଫାଇନାଲରେ କୋରିଆକୁ ଭେଟିବ ଭାରତ ।
What's Your Reaction?