ଗୁଜରାଟରେ ରୋପୱେ ଭୁଶୁଡ଼ି ଚାଲିଗଲା ୬ ଜୀବନ

In Gujarat’s Pavagadh, a major tragedy struck today at the famous Kalika Mata Peeth when a ropeway collapsed, killing six people. Four others were injured in the incident. Among the deceased were two liftmen, two workers, and two others. The ropeway was mainly used to transport goods. Reports suggest that the accident occurred after the rope snapped. According to the District Collector, the mishap happened around 3:30 PM.

Sep 7, 2025 - 11:55
 0  9
ଗୁଜରାଟରେ ରୋପୱେ ଭୁଶୁଡ଼ି ଚାଲିଗଲା ୬ ଜୀବନ

ଗୁଜରାଟର ପାବାଗଡ଼ରେ ପ୍ରସିଦ୍ଧ କାଳିକା ମାତା  ପୀଠରେ ଆଜି ଏକ ରୋପ୍‌ୱେ ଭୁଶୁଡ଼ି ୬ ଜଣଙ୍କର ହୋଇଛି ମୃତ୍ୟୁ ।ସେହିପରି ଘଟଣାରେ ଅନ୍ୟ ୪ ଜଣ ହୋଇଛନ୍ତି ଆହତ। ମୃତକଙ୍କ ମଧ୍ୟରେ ଥିଲେ ଦୁଇଜଣ ଲିଫ୍ଟମ୍ୟାନ୍, ଦୁଇଜଣ ଶ୍ରମିକ ଏବଂ ଅନ୍ୟ ଦୁଇଜଣ । ଜିନିଷପତ୍ର ନେବାଆଣିବା  ପାଇଁ ବ୍ୟବହାର କରାଯାଏ ଏହି ରୋପ୍‌ୱେ । ଦଉଡ଼ି ଛିଣ୍ଡିଯିବା ଫଳରେ ଏହି ଦୁର୍ଘଟଣା ହୋଇଥିବା ମିଳିଛି ସୂଚନା। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଅପରାହ୍ନ ୩.୩୦ରେ ହୋଇଛି ଏହି ଦୁର୍ଘଟଣା।  

What's Your Reaction?

like

dislike

love

funny

angry

sad

wow