ରାସ୍ତା ମଝିରେ ଜଳିଗଲା ଗଞ୍ଜେଇ ଚାଲାଣ ଗାଡି
Meanwhile, a ganja smuggling vehicle was set ablaze in the middle of the road. The incident took place near Nuabazar in Binika town of Subarnapur district. According to reports, locals noticed flames in a numberless car this morning. After being alerted, the fire department brought the fire under control. Upon investigation, Binika police found the vehicle filled with ganja. The driver fled after abandoning the car in the middle of the road.
ରାସ୍ତା ମଝିରେ ଜଳିଗଲା ଗଞ୍ଜେଇ ଚାଲାଣ ଗାଡି।ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ନିକଟରେ ଘଟିଛି ଏହି ଘଟଣା। ସୂଚନା ମୁତାବକ, ଆଜିସକାଳୁ ଏକ ନମ୍ବର ବିହୀନ କାର ରେ ନିଆଁ ଲାଗିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ । ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ଥିବା ମିଳିଛି ସୂଚନା । ରାସ୍ତାମାଝିରେ ଗାଡି ଛାଡ଼ି ଫେରାର ହୋଇଯାଇଛି ଡ୍ରାଇଭର ।
What's Your Reaction?