ବୌଦ୍ଧ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା ଗିରଫ

In a disproportionate assets case, Vigilance officials arrested Golap Chandra Hansda, a Buddhist transport officer. Since Sunday, Vigilance raided 6 locations, recovering: A multi-storied building 44 plots 1 kg gold & 2 kg silver ₹2.38 lakh cash Bank deposits of ₹1.34 crore ₹40 lakh spent on daughter's medical education Also seized: a diary related to benami properties.

Aug 4, 2025 - 17:16
 0  16
ବୌଦ୍ଧ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ବୌଦ୍ଧ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କରିଛି ଭିଜିଲାନ୍ସ । ରବିବାର  ଠାରୁ ତାଙ୍କର ୬ଟି ଠିକଣାରେ ଚଢାଉ କରୁଥିଲା ଭିଜିଲାନ୍ସ ଦଳ।ଚଢାଉ ସମୟରେ ବିଭିନ୍ନ ସ୍ଥାନରୁ ଗୋଟିଏ ବହୁତଳ କୋଠା, ୪୪ଟି ପ୍ଲଟ୍,୧ କେଜି ସୁନା, ୨ କେଜି ରୁପା,ନଗଦ ୨.୩୮ ଲକ୍ଷ, ୧ କୋଟି ୩୪ର ଜମା ଏବଂ ଝିଅର ଡାକ୍ତରୀ ପଢା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ମିଳିଛି ସୂଚନା। ବେନାମୀ ସମ୍ପତ୍ତିର ଗୋଟିଏ ଡାଏରୀ ମଧ୍ୟ ଜବତ କରିଛି ଭିଜିଲାନ୍ସ।

What's Your Reaction?

like

dislike

love

funny

angry

sad

wow