ସର୍ବେକ୍ଷଣ ପରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

Apr 7, 2025 - 11:55
 0  6
ସର୍ବେକ୍ଷଣ ପରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ସର୍ବେକ୍ଷଣ ପରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।  ବାଦ୍‌ ପଡ଼ିଥିବା ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ଆସନ୍ତା ୨୨ ଓ ୨୩ ତାରିଖରେ ଏହି ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା।

What's Your Reaction?

like

dislike

love

funny

angry

sad

wow