ଅନ୍ତିମ ଟେଷ୍ଟରେ ଭାରତର ରୋମାଞ୍ଚକ ବିଜୟ ; ଇଂଲଣ୍ଡ ସହ ସିରିଜ ବରାବର

India registered a thrilling victory in the fifth and final Test, defeating England by 6 runs in a close contest. With this win, India leveled the Tendulkar-Anderson Trophy series 2-2. India lost the toss and had to bat first but managed only 240 runs in their first innings, getting all out quickly. Except for Karun Nair, no Indian batsman could score a half-century. England came in to bat and got a slight lead, but India's bowling attack bounced back, bowling them out for 247 runs.

Aug 4, 2025 - 17:12
 0  15
ଅନ୍ତିମ ଟେଷ୍ଟରେ ଭାରତର ରୋମାଞ୍ଚକ ବିଜୟ ; ଇଂଲଣ୍ଡ ସହ ସିରିଜ ବରାବର

ପଞ୍ଚମ ବା ଅନ୍ତିମ ଟେଷ୍ଟରେ ରୋମାଞ୍ଚକ ବିଜୟ ହାସଲ କଲା ଭାରତ । ୬ ରନରେ ଘରୋଇ ଦଳ ଇଂଲଣ୍ଡକୁ ଅତି ସହଜରେ କଲା ପରାସ୍ତ  । ଅନ୍ତିମ ଟେଷ୍ଟ ବିଜୟ ସହ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିକୁ ୨-୨ରେ ବରାବର କରିଛି  ଭାରତ  ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତୀୟ ଦଳ। ଆଉ ଦଳ ପ୍ରଥମ ଇଂନିସରେ କେବଳ ୨୪୦ ରନ୍ କରି ହୋଇଯାଇଥିଲା ଅଲଆଉଟ୍  । କରୁଣ ନାୟାରଙ୍କ ବ୍ୟାତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ ମାରିପାରିନଥିଲେ ଅର୍ଦ୍ଧଶତକ  । ଏହାପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ। ଆଉ ଭାରତୀୟ ଦଳର ବୋଲିଂ ବାହିନୀ ଇଂଲଣ୍ଡକୁ ୨୪୭ ରନରେ କରିଦେଇଥିଲା ଅଲଆଉଟ୍  ।

What's Your Reaction?

like

dislike

love

funny

angry

sad

wow