କମିଛି ସୁନା ମୂଲ୍ୟ

କମିଛି ସୁନା ମୂଲ୍ୟ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୭୦,୫୮୦ ଟଙ୍କା ରହିଛି । ଗତକାଲି ଅର୍ଥାତ ରବିବାର ଅପେକ୍ଷା ସୋମବାର କମିଛି ସୁନା ମୂଲ୍ୟ ।  ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ  ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪୭୦୦ ଟଙ୍କା ଓ ୭୦,୫୮୦ ଟଙ୍କା ରହିଛି ।  ଅନ୍ୟପଟେ କେଜି ପ୍ରତି ୮୫,୪୦୦ ଟଙ୍କା ହୋଇଛି ରୁପା ଦର।