୭ ତାରିଖରେ ପୁରୀ ବନ୍ଦ ଡାକରା

Puri will observe a bandh on August 7 from 6 AM to 12 PM, led by the BJD in protest, demanding justice for the Balanga minor victim. The decision was announced at a press meet headed by district BJD president Umakanta Samantaray. Meanwhile, in Bhubaneswar, Youth Congress protested outside CM Mohan Majhi’s residence, demanding justice.

୭ ତାରିଖରେ ପୁରୀ ବନ୍ଦ ଡାକରା

ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା । ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ୭ ତାରିଖ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ହେବ ହରତାଳ। ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନିଆଯାଇଛି ଏହି ନିଷ୍ପତ୍ତି। ସେପଟେ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ କରି ଆନ୍ଦୋଳନ କରିଛି ଯୁବ କଂଗ୍ରେସ  ।