ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

Mrutyunjay Mahapatra’s tenure as Director General of the India Meteorological Department (IMD) has been extended for another two years. He has once again been appointed to the post. The Appointments Committee of the Cabinet (ACC) has approved the proposal for reappointment following the completion of his previous term.

Aug 5, 2025 - 13:29
 0  12
ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି ପାଇଲା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଭାବରେ ସେ ପୁଣି ଥରେ ପାଇଛନ୍ତି ନିଯୁକ୍ତି । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି । 

What's Your Reaction?

like

dislike

love

funny

angry

sad

wow