ତାରିଣୀ ପୀଠର ବିକାଶ ପାଇଁ ୨୧୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା

Apr 14, 2025 - 17:48
 0  4
ତାରିଣୀ ପୀଠର ବିକାଶ ପାଇଁ ୨୧୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା

ଖୁବଶୀଘ୍ର ଆରମ୍ଭ ହେବ ଘଟଗାଁ ମାଆ ତାରିଣୀଙ୍କ ମନ୍ଦିର ଓ ମନ୍ଦିର ପାରିପାର୍ଶିକ ବିକାଶ କାମ  । ଏଥିପାଇଁ ୨୧୫ କୋଟିରୁ ଅଧିକ ଟଙ୍କାର ଡିପିଆର ହୋଇଛି ପ୍ରସ୍ତୁତ  ।  ଓଡ଼ିଆ ନବ ବର୍ଷରେ ଘଟଗାଁ ଗସ୍ତ କରି ମାଆ ତାରିଣୀଙ୍କୁ ଦର୍ଶନ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ବିକାଶ ପାଇଁ କରିଛନ୍ତି ପ୍ରାର୍ଥନା  । 

What's Your Reaction?

like

dislike

love

funny

angry

sad

wow